ମାସେ ପର୍ଯ୍ୟନ୍ତ ୧୪୪ ଧାରା ଜାରି , ଉଦୟପୁରରେ ଇଣ୍ଟରନେଟ୍ ସେବା ବନ୍ଦ

ଉଦୟପୁର: ରାଜସ୍ଥାନରେ ୧୪୪ ଧାରା ଜାରି ହୋଇଛି। ରାଜସ୍ଥାନ ଉଦୟପୁରରେ ଜଘନ୍ୟ ହତ୍ୟାକାଣ୍ଡ ପରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ରାଜ୍ୟରେ ୧୪୪ ଧାରା ଜାରି କରାଯାଇଛି। ଆସନ୍ତା ମାସେ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ସେହିପରି ଉଦୟପୁରରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। ଏହାସହ ୬୦୦ ପୋଲିସ୍ କର୍ମୀଙ୍କୁ ଉଦୟପୁର ପଠାଯାଇଛି। ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଛି। ଏନଆଇଏ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷେ, ମାମଲାରେ … Continue reading ମାସେ ପର୍ଯ୍ୟନ୍ତ ୧୪୪ ଧାରା ଜାରି , ଉଦୟପୁରରେ ଇଣ୍ଟରନେଟ୍ ସେବା ବନ୍ଦ