ବିଜେଡି ଛାଡ଼ିଲେ ଦୁଇଜଣ ପୂର୍ବତନ ବିଧାୟକ
ଭୁବନେଶ୍ୱର: ବିଜେଡିର ଦୁଇଜଣ ପୂର୍ବତନ ବିଧାୟକ ବିଜୟ କୁମାର ନାଏକ ଓ ସୁରେନ୍ଦ୍ର ସେଠୀ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଦଳୀୟ ସଂଗଠନରେ ଅବହେଳା ଓ ଟିକେଟ୍ ପାଇବାରୁ ବଂଚିତ ହେବାପରେ ଏହି ଦୁଇ ପୂର୍ବତନ ବିଧାୟକ ବିଜେଡି ଛାଡ଼ିଥିବା ଜଣାପଡ଼ିଛି । ଏହି ଦୁଇ ନେତା ଆଜି ସେମାନଙ୍କର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ଏହି ଦୁଇ ପୂର୍ବତନ ବିଧାୟକ ଚଳିତଥର … Continue reading ବିଜେଡି ଛାଡ଼ିଲେ ଦୁଇଜଣ ପୂର୍ବତନ ବିଧାୟକ
Copy and paste this URL into your WordPress site to embed
Copy and paste this code into your site to embed