ଡ୍ରାଇଭର ସହ ଟ୍ରକ ଲୁଟ୍‌: ୯ ଗିରଫ

ଭୁବନେଶ୍ୱର: ଡ୍ରାଇଭରକୁ ଅପହରଣ ସହ ଟ୍ରକ ଲୁଟ ଘଟଣାରେ ୯ ଲୁଟେରା ଗିରଫ ହୋଇଛନ୍ତି । ଗିରଫ ସହ ଟ୍ରକ ଓ ଡ୍ରାଇଭରଙ୍କୁ ଉଦ୍ଧାର କଲା କମିଶନରେଟ ପୋଲିସ । ଭୁବନେଶ୍ୱର ଏୟାରଫିଲଡ ଅଂଚଳରୁ ଡ୍ରାଇଭର ସହ ଟ୍ରକ୍ ଲୁଟ ହୋଇଥିଲା । ରାସ୍ତାରେ ଯିବା ବେଳେ ଅଟକାଇ ଡ୍ରାଇଭର ସହ ଟ୍ରକ ନେଇଯାଇଥିଲା । ବିବାହ କଥା ପଚାରିବାରୁ ହସିଦେଇ ଚାଲିଗଲେ ଏହି ଅଭିନେତ୍ରୀ