ଟ୍ରକକୁ ପିଟିଲା ବସ, ଦୁର୍ଘଟଣାରେ ୩ ଗୁରୁତର

କେନ୍ଦୁଝର: ରାଜ୍ୟରେ ବାରମ୍ବାର ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଥିବା ବେଳେ ଆଜି ଅନ୍ୟ ଏକ ଦୁର୍ଘଟଣା ସାମ୍ନାକୁ ଆସିଛି । ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ ଟ୍ରକ ପଛକୁ ପିଟିଦେଇଛି । ଏଥିରେ ୩ ଜଣ ଗୁରୁତର ଅଛନ୍ତି । ସୂଚନା ଅନୁଯାୟୀ, ଏହି ବସଟି ଅନୁଗୁଳୁରୁ ଟାଟା ଅଭିମୁଖେ ଯାତ୍ରା କରୁଥିଲା । ଏଥିରେ ୪୦ଜଣ ଯାତ୍ରୀ ଟାଟା ଯାତ୍ରା କରୁଥିଲେ । ହଠାତ ସଦର ଥାନା ଡଙ୍ଗାପାଣି ଗାଁ ନିକଟରେ ବସ୍ ଟି ଅଣାୟତ୍ତ … Continue reading ଟ୍ରକକୁ ପିଟିଲା ବସ, ଦୁର୍ଘଟଣାରେ ୩ ଗୁରୁତର