ଅପରାଜିତାଙ୍କ ନାଁରେ କେନ୍ଦ୍ରକୁ ଫେରାଦ

ଭୁବନେଶ୍ୱର: କୋଭିଡ ଗାଇଡ ଲାଇନ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଙ୍କ ନାଁରେ କେନ୍ଦ୍ରକୁ ଫେରାଦ ହୋଇଛି ରାଜ୍ୟ । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ଚିଠି ଲେଖି ତାଗିଦ ପାଇଁ ସେ ଦାବି କରିଥିବା ସୂଚନା ମିଳିଛି । ଜନ୍ମଦିନରେ ସାଂସଦ କୋଭିଡ କଟକଣା ଭଙ୍ଗ କରିଥିବା ଅଭିଯୋଗ କରିଛନ୍ତି । ଲୋକଙ୍କୁ ବିପଦରେ ନପକାଇବାକୁ ସାଂସଦଙ୍କୁ ପରାମର୍ଶ … Continue reading ଅପରାଜିତାଙ୍କ ନାଁରେ କେନ୍ଦ୍ରକୁ ଫେରାଦ