ଏ ବିଜୟ ବିକାଶ  ଓ ସୁଶାସନର ବିଜୟ – ମୋଦୀ

ନୂଆଦିଲ୍ଲୀ :   ଦିଲ୍ଲୀ ବିଜୟ ପରେ ପ୍ରଧାନମନ୍ତ୍ରୀ  ପୋଷ୍ଟ କରିଛନ୍ତି । ଏ ବିଜୟ ବିକାଶ  ଓ ସୁଶାସନର ବିଜୟ ହୋଇଛି । ଦିଲ୍ଲୀର ଉନ୍ନତି ପାଇଁ କୌଣସି ସୁଯୋଗ ହାତ ଛଡା କରିବୁନି ।  ଆହୁରି ଦୃଢତାର ସହ ଦିଲ୍ଲୀର ବିକାଶ କରିବୁ । ଦିଲ୍ଲୀର ସମସ୍ତ ଭାଇ , ଭଉଣୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୋଦୀ । ବିକଶିତ ଭାରତରେ  ଦିଲ୍ଲୀର ଗୁରୁତ୍ୱପୂଣ୍ଣ ଭୂମିକା ରହିବ ।  ଐତିହାସିକ ବିଜୟ ପାଇଁ ବନ୍ଦନ , ଅଭିନନ୍ଦନ … Continue reading ଏ ବିଜୟ ବିକାଶ  ଓ ସୁଶାସନର ବିଜୟ – ମୋଦୀ