ଏହି ଦିନ ଲାଗିବ ବର୍ଷର ଶେଷ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ

ନୂଆଦିଲ୍ଲୀ:  ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ  ଓ ଚନ୍ଦ୍ର ଗ୍ରହଣ ସମାପ୍ତ ହୋଇସାରିଛି। ବର୍ତ୍ତମାନ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ଆସିବାକୁ ଯାଉଛି। ଜ୍ୟୋତିଷଙ୍କ ଅନୁଯାୟୀ, ବର୍ଷର ଦ୍ୱିତୀୟ ତଥା ଶେଷ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ଅକ୍ଟୋବର ମାସରେ ଲାଗିବ । ଉଭୟ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ମଧ୍ୟରେ ମାତ୍ର ୧୫ ଦିନର ବ୍ୟବଧାନ ରହିବ। ଅକ୍ଟୋବର ମାସ ଅଶ୍ୱିନ୍ ଅମାବାସ୍ୟରେ ଲାଗିବ ଶେଷ ସୂର୍ଯ୍ୟ ପରାଗ ସେହିପରି ଅଶ୍ୱିନ ପୂର୍ଣ୍ଣିମା ଦିନ … Continue reading ଏହି ଦିନ ଲାଗିବ ବର୍ଷର ଶେଷ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ