ସନ୍ଧ୍ୟା ୫ ରୁ ସକାଳ ୬ ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ, ଠିକାଦାର ପଡା କଣ୍ଟେନମେଣ୍ଟ ଜୋନ ଘୋଷିତ

ବଲାଙ୍ଗିର : ଦିନକୁ ଦିନ ସହରରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପଯ୍ୟନ୍ତ ହାତ ଗଣତି କିଛି ସଂକ୍ରମିତଙ୍କୁ ଛାଡିଦେଲେ ପ୍ରାୟ ସମସ୍ତେ ସ୍ଥାନୀୟ ସଂକ୍ରମଣ ର ଶିକାର ହୋଇଥିବା ସରକାରି ପରିକ୍ଷା ରିପୋର୍ଟ ର ଜଣା ପଡିଛି । ତେବେ ଜିଲ୍ଲା ତଥା ସହରରେ ସ୍ଥାନୀୟ ସଂକ୍ରମଣ କୁ ରୋକିବା ସହିତ ସାମାଜିକ ଦୁରତ୍ୱ ରାକ୍ଷା ଓ କରୋନା ମୁକାବିଲାକୁ ଆହୁରି ମଝବୁତ କରିବା ପାଇଁ ଜିଲ୍ଲା ପ୍ରଶାସନ ଆସନ୍ତା ୩୧ଜୁଲାଇ ପର୍ଯ୍ୟନ୍ତ ସଂନ୍ଧ୍ୟା … Continue reading ସନ୍ଧ୍ୟା ୫ ରୁ ସକାଳ ୬ ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ, ଠିକାଦାର ପଡା କଣ୍ଟେନମେଣ୍ଟ ଜୋନ ଘୋଷିତ