ମାଡିଆସୁଛି ଅର୍ଥନୈତିକ ମାନ୍ଦାବସ୍ଥା – ମାୟାଧର

ଯାଜପୁର: ଇସ୍ରାଏଲ-ପାଲେଷ୍ଟାଇନ୍‍, ରୁଷ-ୟୁକ୍ରେନ୍‍ ଯୁଦ୍ଧଯୋଗୁ ଯୁଦ୍ଧସାମଗ୍ରୀ, ଇନ୍ଧନ ଦର ଉଚ୍ଚରେ ଅଛି । ଯାହାଫଳରେ ବିଶ୍ୱବାଣିଜ୍ୟ ସ୍ଥିତି ଚାପରେ ଅଛି । ଲୋହିତ ସାଗରରେ କାର୍ଗୋ ଜାହାଜ ଅପହରଣ ପରେ ଯୋଗାଣ ଶୃଙ୍ଖଳାରେ ସଂକଟ ଘନଉଛି । ଯୁଦ୍ଧ ଯୋଗୁଁ ପରିବହନ ଖର୍ଚ୍ଚ ବଢୁଥିବାବେଳେ ପରିବହନରେ ବାଧା ଯୋଗୁ ବିଶ୍ୱ ଅର୍ଥନୀତି ଓ ବାଣିଜ୍ୟ ପ୍ରତି ସଂକଟ ଦେଖାଯାଇଛି । ବିଶ୍ୱରେ ଅଧିକାଂଶ ସ୍ଥାନରେ ଶକ୍ତି ଓ ଖାଦ୍ୟ ସମସ୍ୟା ଦେଖାଦେବ । ଯାହାଫଳରେ ୨୦୨୪ରେ ଭୟଙ୍କର … Continue reading ମାଡିଆସୁଛି ଅର୍ଥନୈତିକ ମାନ୍ଦାବସ୍ଥା – ମାୟାଧର