ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଶୀତ । ରାତିରେ ପ୍ରବଳ ଥଣ୍ଡାକୁ ସକାଳୁ ପ୍ରବଳ କୁହୁଡି । ରାସ୍ତାଘାଟ କିଛି ଦିଶୁନି । ଫଳରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ହେଉଛି । ରାଜ୍ୟରେ ଶୀତ ଜାରି ରହିବା ସହ ଅନେକ ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହେଉଛି । କୋରାପୁଟ, ଦାରିଙ୍ଗବାଡି , ଜି ଉଡୟଗିରି ଓ ଫୁଲବାଣୀ ୪ ସହରରେ ୧୦ ଡିଗ୍ରୀ ତଳେ ତାପମାତ୍ରା ରେକର୍ଡ ହୋଇଛି । ଆଗାମୀ ୨୪ ଘଣ୍ଟାରେ ରାଜ୍ୟର କେତେକ … Continue reading ଶୀତରେ ଥରୁଛି ସାରା ରାଜ୍ୟ
Copy and paste this URL into your WordPress site to embed
Copy and paste this code into your site to embed