ଆଜି ଆସିପାରେ ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ପୋଷ୍ଟମର୍ଟମ ରିପୋର୍ଟ! ପୁଣି ଥରେ ପତ୍ନୀ ଓ ଶ୍ୱଶୁରଙ୍କୁ ପଚରାଉଚରା କରିବ ପୋଲିସ୍ ଟିମ୍‌

ଭୁବନେଶ୍ୱର: ପୁରୀ ଜିଲ୍ଲା ୧୧ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ । ମୃତ୍ୟୁର ୪୮ ଘଣ୍ଟା ପରେ ବି ରହସ୍ୟ ଉପରୁ ପରଦା ହଟିନି । ଅଧିକ ଖୋଳତାଡ ପାଇଁ ଆଜି ପୁଣି ଥରେ ଧର୍ମେନ୍ଦ୍ରଙ୍କ ଘରକୁ ଯିବ ପୋଲିସ ଟିମ୍‌ । ୩ ଜଣିଆ ମହିଳା ଟିମ୍‌ ଓ ଜଣେ ଏସିପି ର‍୍ୟାଙ୍କର ଅଫିସର ତାଙ୍କ ଘରକୁ ଯିବେ । ଧର୍ମେନ୍ଦ୍ରଙ୍କ ପତ୍ନୀ ଓ ଶ୍ୱଶୁରଙ୍କୁ … Continue reading ଆଜି ଆସିପାରେ ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ପୋଷ୍ଟମର୍ଟମ ରିପୋର୍ଟ! ପୁଣି ଥରେ ପତ୍ନୀ ଓ ଶ୍ୱଶୁରଙ୍କୁ ପଚରାଉଚରା କରିବ ପୋଲିସ୍ ଟିମ୍‌