ଗଞ୍ଜେଇ ଚାଲାଣକାରୀକୁ ଗିରଫ କଲା ପୋଲିସ

ଭୁବନେଶ୍ୱର : ତାମିଲନାଡୁ ପୋଲିସ ଆନ୍ତଃ ରାଜ୍ୟ ଗଞ୍ଜେଇ ଚାଲାଣକାରୀକୁ ଗିରଫ କରିଛି । ଅଭିଯୁକ୍ତଙ୍କ ପରିଚୟ ମିଳିଛି ବୋଲି ସୂଚନା ମିଳିଛି । ଅଭିଯୁକ୍ତ ଜଣକ ପୂର୍ବରୁ ବହୁ ଥର ଗଞ୍ଜେଇ ଚୋରା ଚାଲାଣ କରିଛନ୍ତି । କିନ୍ତୁ ପୋଲିସ ତାହାର ସୁରାଗ ପାଇନଥିଲା । ସେଥିପାଇଁ ତାମିଲନାଡୁର ଏକ ସ୍ୱତନ୍ତ୍ର ଟିମ କରାଯାଇ ଅଭିଯୁକ୍ତକୁ ଧରିବା ପାଇଁ ନିର୍ଦେଶ ଦିଆଯାଇଥିଲା । ଅଭିଯୁକ୍ତ ଜଣକ ଗୋଳନ୍ଥରା ଥାନା ଅଞ୍ଚଳରେ ରହୁଥିବା ଖବର ପୋଲିସ ପାଇଥିଲା … Continue reading ଗଞ୍ଜେଇ ଚାଲାଣକାରୀକୁ ଗିରଫ କଲା ପୋଲିସ