ଚାରି ପିଲାଙ୍କୁ ଧରି କୂଅକୁ ଡେଇଁଲେ ମା’….

ବୁରହାନପୁର : କେମିତି ଏ ମା’ । ନିଜ ପିଲାଙ୍କୁ ଧରି ମରିବା ପାଇଁ କୂଅକୁ ଡେଇଁପଡିଲେ ମହିଳା । ତା’ ପୁଣି ଜଣେ ନୁହେଁ ୪ ଜଣ ପିଲାଙ୍କୁ ଧରି କୂଅକୁ ଡେଇଁପଡିଥିଲେ । ଆଉ ଜଣେ ପିଲା ଏବଂ ମହିଳାଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବା ବେଳେ ୩ ଜଣ ପିଲାଙ୍କର ମୃତ୍ୟୁ ହୋଇଛି । ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲାରେ ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ପାରିବାରିକ କଳହ ଯୋଗୁଁ ୩୦ … Continue reading ଚାରି ପିଲାଙ୍କୁ ଧରି କୂଅକୁ ଡେଇଁଲେ ମା’….