ଗୁଣାତ୍ମକ ଶିକ୍ଷା ଲାଗି ଭିତ୍ତିଭୂମିକୁ ଗୁରୁତ୍ୱ : ୧୪୬୦୧ ସ୍କୁଲରେ ହେବ ଅତିରିକ୍ତ ଶ୍ରେଣୀ କକ୍ଷ

ଭୁବନେଶ୍ୱର: ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଲକ୍ଷ୍ୟରେ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଯାହା ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ସହ ପିଲାମାନଙ୍କର ବୌଦ୍ଧିକ ବିକାଶରେ ସହାୟକ ହେବ ବୋଲି କୁହାଯାଉଛି । ଏହା ସହ ରାଜ୍ୟବ୍ୟାପୀ ଅଷ୍ଟମ ଶ୍ରେଣୀ ଲାଗି ୧୪ହଜାର ୬୦୧ ସ୍କୁଲରେ ଅତିରିକ୍ତ ଶ୍ରେଣୀ କକ୍ଷ ଖୋଲି ବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୧୩ହଜାର ୮୨୩ଟି ସ୍କୁଲରେ ଅଷ୍ଟମ ଶ୍ରେଣ ଲାଗି ଅତିରିକ୍ତ … Continue reading ଗୁଣାତ୍ମକ ଶିକ୍ଷା ଲାଗି ଭିତ୍ତିଭୂମିକୁ ଗୁରୁତ୍ୱ : ୧୪୬୦୧ ସ୍କୁଲରେ ହେବ ଅତିରିକ୍ତ ଶ୍ରେଣୀ କକ୍ଷ