ଝିଅର ମୃତଦେହକୁ ଜଙ୍ଗଲରେ ଫିଙ୍ଗିଦେଲେ ପରିବାର ଲୋକେ

ବଲାଙ୍ଗୀର: ଯୁଗ ଯେତେ ଆଗେଇଲେ ମଧ୍ୟ ଅନ୍ଧବିଶ୍ୱାସର ଅନ୍ଧ ଗଳିରୁ ବାହାରି ପାରୁନି ମଣିଷ । ଝିଅକୁ ମିଳିମିଳା ରୋଗ ହେବାରୁ ପାଖ ମାଡିଲେନି ଗାଁ ଲୋକେ । ମୃତ୍ୟୁ ପରେ ବି କେହି ମୁହଁ ଚାହିଁଲେନି । ଗ୍ରାମର ପ୍ରଥା ଅନୁସାରେ, ମିଳିମିଳା ରୋଗରେ ଝିଅର ମୃତ୍ୟୁ ହୋଇଥିବାରୁ ମୃତଦେହକୁ ଜଙ୍ଗଲରେ ଫିଙ୍ଗିଦେଲେ ପରିବାର ଲୋକେ । ଅନ୍ଧବିଶ୍ୱାସର ଏଭଳି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ସୋନପୁର ସୀମାନ୍ତ ତରଭା ବ୍ଲକର ବଡଯୋର … Continue reading ଝିଅର ମୃତଦେହକୁ ଜଙ୍ଗଲରେ ଫିଙ୍ଗିଦେଲେ ପରିବାର ଲୋକେ