ମନ୍ଦିରରୁ କିଛିବାଟ ଗଡ଼ିବା ପରେ ଅଟକିଲା ବ୍ରହ୍ମତାଳଧ୍ୱଜ ରଥ

କେନ୍ଦ୍ରାପଡା: ଅଟକିଲା ବ୍ରହ୍ମତାଳଧ୍ୱାଜ ରଥ । ମନ୍ଦିରରୁ କିଛିବାଟ ଗଡ଼ିବା ପରେ ଅଟକିଲା ବ୍ରହ୍ମତାଳଧ୍ୱଜ ରଥ । କନ୍ଦ୍ରୋପଡ଼ାରେ ରଥଟଣା ବେଳେ ଫୁଟ୍‌ପାଥରେ ଲାଗିଲା ରଥଚକ । ମନ୍ଦିରରୁ କିଛି ବାଟ ଗଢ଼ିବା ପରେ ଅଟକିଲା ବ୍ରହ୍ମତାଳଧ୍ୱଜ ରଥ । ୫ ଘଣ୍ଟା ବିତିଲା ହେଲେ ୫୦ ମିଟର ଗଲାନାହିଁ କେନ୍ଦ୍ରାପଡ଼ାର ଆରାଧ୍ୟ ମହାପ୍ରଭୁ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ଵଜ ରଥ । ଗତକାଲି ଲଗାଣ ବର୍ଷା ଓ ରଥ ମୋଡ଼ ବାଙ୍କିଯିବାରୁ ଦୀର୍ଘ ବର୍ଷର ପରମ୍ପରା ଭଙ୍ଗ … Continue reading ମନ୍ଦିରରୁ କିଛିବାଟ ଗଡ଼ିବା ପରେ ଅଟକିଲା ବ୍ରହ୍ମତାଳଧ୍ୱଜ ରଥ