୫-ଟି ସଚିବଙ୍କ ତାଳଚେର ଗସ୍ତ ସମୟର ଅଡିଓ ଭାଇରାଲ

ଭୁବନେଶ୍ୱର: ୫-ଟି ସଚିବଙ୍କ ତାଳଚେର ଗସ୍ତକୁ ନେଇ ବିଜେଡି ନେତା ତତ୍ପର । ବିଜେଡି ନେତା ଲୋକଙ୍କୁ ଅନୁରୋଧ ସମ୍ପର୍କିତ ଏକ ଅଡିଓ ଭାଇରାଲ ହୋଇଛି । ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କର ଏକ ଅଡିଓ ଭାଇରାଲ ହୋଇଛି । ସଭାରେ ଉପସ୍ଥିତ ହେବା ଲାଗି ଲୋକଙ୍କୁ ଅନୁରୋଧ କରୁଛନ୍ତିି ବିଜେଡି ବିଧାୟକ ବ୍ରଜ କିଶୋର ପ୍ରଧାନ । ଅଧିକରୁ ଅଧିକ ଲୋକ ଆସିଲେ ତାଳଚେରର ବିକାଶ ହେବ ବୋଲି ସେ କହିଛନ୍ତି । ରାଧା … Continue reading ୫-ଟି ସଚିବଙ୍କ ତାଳଚେର ଗସ୍ତ ସମୟର ଅଡିଓ ଭାଇରାଲ