ଘରୋଇ କଳହର କରୁଣ ପରିଣତି: ବିଷ ପିଇଲେ ପୁଅ, ବୋହୂ ଓ ଶାଶୂ

ଆନନ୍ଦପୁର: ଘରୋଇ କଳହର କରୁଣ ପରିଣତି । ବିଷ ପିଇଲେ ପୁଅ ବୋହୂ ଓ ଶାଶୂ । ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ପଦନା ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ଘରୋଇ କଳହକୁ କେନ୍ଦ୍ର କରି ପ୍ରଦୀପ ସାହୁଙ୍କ ସମେତ ତାଙ୍କ ସ୍ତ୍ରୀ ଓ ମା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । କଳହକୁ କେନ୍ଦ୍ର କରି ଏକା ସାଙ୍ଗରେ ତିନି ଜଣ ବିଷ ପିଇ ଦେଇଥିଲେ । ସୂଚନା ଅନୁଯାୟୀ, ପ୍ରଦୀପ ଦେଢ଼ … Continue reading ଘରୋଇ କଳହର କରୁଣ ପରିଣତି: ବିଷ ପିଇଲେ ପୁଅ, ବୋହୂ ଓ ଶାଶୂ