ବିବାହ କଥା ପଚାରିବାରୁ ହସିଦେଇ ଚାଲିଗଲେ ଏହି ଅଭିନେତ୍ରୀ
ମୁମ୍ବାଇ: ଆପ ନେତା ରାଘବ ଚଢାଙ୍କ ସହ ବିବାହ ଗୁଜବ ନେଇ ଶିରୋନାମାରେ ରହିଛନ୍ତି ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା । ନିକଟରେ ଦୁହେଁ ମୁମ୍ବାଇରେ ଦୁଇଥର ନଜର ଆସିଥିଲେ ଏବଂ ସେତେବେଳେ ସେମାନଙ୍କର ଡେଟିଂ ଏବଂ ନିର୍ବନ୍ଧ ବିଷୟରେ ଗୁଜବ ଆରମ୍ଭ ହୋଇଥିଲା । ଏହାପରେ ଅନେକ ଥର ପରିଣୀତି ସର୍ବସାଧାରଣରେ ନଜର ଆସିଥାନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ପୁଣି ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ ପରିଣୀତି । ଏହି ସମୟରେ ପ୍ୟାପଙ୍କୁ ପୋଜ ଦେବା … Continue reading ବିବାହ କଥା ପଚାରିବାରୁ ହସିଦେଇ ଚାଲିଗଲେ ଏହି ଅଭିନେତ୍ରୀ
Copy and paste this URL into your WordPress site to embed
Copy and paste this code into your site to embed