+୨ ଦ୍ୱିତୀୟ ବର୍ଷ ପରୀକ୍ଷା ପୂର୍ବରୁ ହେବ ପ୍ରି-ଏକ୍‌ଜାମ୍‌: ୬ମାସ ପୂର୍ବରୁ ୩୦୦ ମାର୍କର ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଦଶମ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଯେପରି ପ୍ରସ୍ତୁତ କରିବାକୁ ଯୋଜନା କରାଯାଉଛି; ସେହିପରି ଦ୍ୱାଦଶ ବା +୨ ପରୀକ୍ଷା ପୂର୍ବରୁ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହେବ ଅଭିନବ ପ୍ରୟାସ । ଆସନ୍ତା ଶିକ୍ଷାବର୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ୬ମାସ ପୂର୍ବରୁ ଏକ ପ୍ରି-ଏକ୍‌ଜାମ୍ କରାଯିବ । ଯେଉଁଥିରେ ୪ଟି ବିଷୟ ଯଥା, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଏବଂ ବାୟୋଲୋଜି ପରୀକ୍ଷା କରାଯିବ … Continue reading +୨ ଦ୍ୱିତୀୟ ବର୍ଷ ପରୀକ୍ଷା ପୂର୍ବରୁ ହେବ ପ୍ରି-ଏକ୍‌ଜାମ୍‌: ୬ମାସ ପୂର୍ବରୁ ୩୦୦ ମାର୍କର ପରୀକ୍ଷା