ମହିଳାଙ୍କୁ ମୋଟି କହିବା କମ୍ପାନି ମାଲିକଙ୍କୁ ପଡ଼ିଲା ମହଙ୍ଗା

ସ୍କଟଲ୍ୟାଣ୍ଡ: ମହିଳାଙ୍କ ବିରୋଧରେ ଆପତ୍ତିଜନକ ବୟାନ ସବୁସ୍ଥାନରେ ଭୁଲ ବୋଲି ଧରାଯାଇଥାଏ । ତେବେ ସେ ଜାତିପ୍ରଥା, ଶାରୀରିକ କିମ୍ବା ମାନସିକ ନିର୍ଯ୍ୟାତନା ହେଉ । ଏସବୁ ବିରୋଧରେ ଅନେକ ଦେଶରେ କଠୋର ଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି । ଏହିପରି ମାମଲା କେବଳ ଘରୋଇ ନୁହେଁ । ଅନେକ ଥର ମହିଳାମାନଙ୍କୁ କର୍ମକ୍ଷେତ୍ରରେ ମଧ୍ୟ ସାମ୍ନା କରିବାକୁ ପଡ଼ିଥାଏ । ଅନେକ କ୍ଷେତ୍ରରେ ଚାକିରି ଯିବା ଭୟରେ ମହିଳାମାନେ ଏହା ବିରୋଧରେ ସ୍ୱର ଉତ୍ତୋଳନ କରି … Continue reading ମହିଳାଙ୍କୁ ମୋଟି କହିବା କମ୍ପାନି ମାଲିକଙ୍କୁ ପଡ଼ିଲା ମହଙ୍ଗା