ତାଣ୍ଡବ ରଚିଲା କାଳବୈଶାଖୀ

ଭୁବନେଶ୍ୱର: ଉପକୂଳ ଓଡିଶାରେ ଅନେକ ଜାଗାରେ କଳାବୈଶାଖୀ ତାଣ୍ଡବ । କାଳବୈଶାଖୀ ବର୍ଷା ଆଣିଲା ପ୍ରଚଣ୍ଡ ତାତିରୁ ଆଶ୍ୱସ୍ତି । କଟକ, ଢେଙ୍କାନାଳ ଓ ଭୁବନେଶ୍ୱରରେ ଘଡଘଡି ବର୍ଷା ହେବା ସହ ୩୦ରୁ ୪୦କିଲୋମିଟର ବେଗରେ ପବନ ବହିଛି । ବାଙ୍କୀ ଅଞ୍ଚଳରେ କାଳ ବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି । ବର୍ଷା ଲାଗିରହିଥିବା ବେଳେ ବିଭିନ୍ନ ଅଂଚଳରେ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଉପରେ ପଡିଛି । ବାଙ୍କୀ-କଟକ ରାସ୍ତାର କୁଶପଙ୍ଗି ନିକଟରେ ଅନେକ … Continue reading ତାଣ୍ଡବ ରଚିଲା କାଳବୈଶାଖୀ