୨୪ ଅକ୍ଟୋବରରୁ ଭାରତ-ପାକ୍ ଟି୨୦ ବିଶ୍ୱକପ୍‌;  ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ କ୍ରିକେଟ କାଉନସିଲ(ଆଇସିସି) ଆଗାମୀ ଟି୨୦ ବିଶ୍ୱ କପ କାର୍ଯ୍ୟସୂଚୀ ଘୋଷଣା କରିଛି । ଭାରତ ୨୪ ଅକ୍ଟୋବରରେ ପାକିସ୍ତାନ ବିପକ୍ଷରେ ହେବାକୁ ଥିବା ମହାମୁକାବିଲାରୁ ଏହି ଟୁର୍ଣ୍ଣାମେଣ୍ଟରେ  ନିଜ ଅଭିଯାନ ଆରମ୍ଭ କରିବ । ଭାରତ ଓ ପାକିସ୍ତାନକୁ ଏହି ବିଶ୍ୱକପର ଗ୍ରୁପ ୨ରେ ରଖା ଯାଇଛି । ଆଇସିସି ଆଜି ଏକ ଡିଜିଟାଲ ସୋ ରେ ଟି୨୦ ବିଶ୍ୱକପ ସିଡ୍ୟୁଲର ଘୋଷଣା କରିଛି । ସେହିଭଳି ତାଲିବାନ କବଜାକୁ ଆସିସାରିଥିବା ଆଫଗାନିସ୍ତାନ ୨୫ … Continue reading ୨୪ ଅକ୍ଟୋବରରୁ ଭାରତ-ପାକ୍ ଟି୨୦ ବିଶ୍ୱକପ୍‌;  ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ଘୋଷିତ