ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ; ଶ୍ମଶାନରୁ ମୃତଦେହ ଜବତ କଲା ନିମଖଣ୍ଡି ପୁଲିସ

କୁକୁଡାଖଣ୍ଡି : ନିମଖଣ୍ଡି ଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମର ଜଣେ ମହିଳାଙ୍କ ସନ୍ଦେହ ଜନିତ ମୁତ୍ୟୁ ଘଟିଛି । ମୃତ ମହିଳା ଜଣକ ଜଗଦଳପୁର ଗ୍ରାମର ଜି. ସିମାଞ୍ଚଳ ପାତ୍ରଙ୍କ ପତ୍ନୀ ଜି. ଲକ୍ଷ୍ମୀ ପାତ୍ର(୩୮) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ମୃତ ମହିଳାଙ୍କ ପରିବାରରେ କୁଆଡେ ଅସନ୍ତୋଷ ଲାଗି ରହିଥିବା ବେଳେ ମହିଳାଙ୍କ ହଠାତ୍ ମୁତ୍ୟୁକୁ ନେଇ ଗ୍ରାମରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି । ଶୁକ୍ରବାର ପୂର୍ବାହ୍ନରେ ମହିଳାଙ୍କ ମୁତ୍ୟୁ ହୋଇଥିବା ବେଳେ … Continue reading ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ; ଶ୍ମଶାନରୁ ମୃତଦେହ ଜବତ କଲା ନିମଖଣ୍ଡି ପୁଲିସ