ଡାହାଣୀ ସନ୍ଦେହରେ ବୋହୁକୁ ତୀର ମାଡ଼ ଘଟଣା, କକାଶ୍ୱଶୁର ଗିରଫ
ବାରିପଦା : ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ମଣଦା ଫାଣ୍ଡି ଅନ୍ତର୍ଗତ ରାଧାନଗର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଡାହାଣୀ ସନ୍ଦେହରେ ତୀରମାଡ଼ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ, ରାଧାନଗର ଗ୍ରାମର ଶୁକ୍ରମଣି ପୂର୍ତ୍ତି (୩୧)ଙ୍କୁ ଡାହାଣୀ ସନ୍ଦେହ କରି ତାଙ୍କ ନିଜ କକାଶ୍ୱଶୁର ରରୁମନ ପୂର୍ତ୍ତି (୬୩) ତୀରମାଡ଼ କରିଥିବା ଅଭିଯୋଗ ହୋଇଛି । ଶୁକ୍ରମଣିଙ୍କ କହିବା ଅନୁସାରେ କକାଶ୍ୱଶୁରଙ୍କ ଘରେ ବାରମ୍ବାର ଜ୍ୱର ଓ ରୋଗ ହେଉଥିବାରୁ ସେ ଶୁକ୍ରମଣିଙ୍କ … Continue reading ଡାହାଣୀ ସନ୍ଦେହରେ ବୋହୁକୁ ତୀର ମାଡ଼ ଘଟଣା, କକାଶ୍ୱଶୁର ଗିରଫ
Copy and paste this URL into your WordPress site to embed
Copy and paste this code into your site to embed