ଭିଜିଲାନ୍ସ ଜାଲରେ ଯୋଗାଣ ବିଭାଗ କର୍ମଚାରୀ

ବାଲେଶ୍ଵର: ଭିଜିଲାନ୍ସ ଜାଲରେ ବାଲେଶ୍ଵର ଯୋଗାଣ ବିଭାଗ କର୍ମଚାରୀ ଜନାର୍ଦ୍ଦନ ପଲାଇ । ଆୟ ବହିର୍ଭୂତ ସମ୍ପତ୍ତ ଠୁଳ ଅଭିଯୋଗରେ ଭିଜିଲାନ୍ସର ଟିମ୍‌ ଏକ କାଳୀନ ଜନାର୍ଦ୍ଦନଙ୍କ ୫ଟି ସ୍ଥାନରେ ଚଢ଼ାଉ କରୁଛି । ଜଳେଶ୍ଵର ଧରାଷ୍ଟକରେ ଥିବା ତାଙ୍କ ଆବାସିକ ଗୃହ ସହ ଜଳେଶ୍ଵର ନୂଆବଜାରରେ ଥିବା କାର୍ଯ୍ୟାଳୟ, ଜଳେଶ୍ଵର ଜାତୀୟ ରାଜପଥ ୬୦ ନିକଟସ୍ଥ ସାନ୍ତିଆରେ ଥିବା ତାଙ୍କ ଚନ୍ଦନ ନାମକ ଏକ ହୋଟେଲ (ଢାବା)ରେ ମଧ୍ୟ ଚଢ଼ାଉ ଜାରି ରହିଛି । ଖାଲି … Continue reading ଭିଜିଲାନ୍ସ ଜାଲରେ ଯୋଗାଣ ବିଭାଗ କର୍ମଚାରୀ