ଫୋରେନସିକ ଲ୍ୟାବ୍ ଗଲା ସୁଇସାଇଡ଼ ନୋଟ୍‌

ଭୁବନେଶ୍ୱର : ବହୁଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ କୌଣସି ଟେର ପାଉନି ପୁଲିସ । ତାଙ୍କର ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ମଧ୍ୟ ସ୍ପଷ୍ଟ ହୋଇ ପାରିନାହିଁ । ତେବେ ମୃତ୍ୟ ପୂର୍ବରୁ ସେ ଲେଖିଥିବା ଡ଼ାଏରୀରେ ସୁଇସାଇଡ଼ ନୋଟ୍‌କୁ ଆଜି ଜିଆରପି ପୋଲିସ୍ ଫୋରେନସିକ ଲ୍ୟାବକୁ ପଠାଇ ଦେଇଛି । ସୁଇସାଇଡ଼ ନୋଟ ସହ ପୂର୍ବ ହାତଲେଖା ଓ ଦସ୍ତଖତ ହୋଇଥିବା ଚେକ୍ କୁ ଲ୍ୟାବ ପଠାଯାଇଛି । ମୃତ୍ୟୁର … Continue reading ଫୋରେନସିକ ଲ୍ୟାବ୍ ଗଲା ସୁଇସାଇଡ଼ ନୋଟ୍‌