ଘରୋଇ କର୍ମଚାରୀଙ୍କ ଆତ୍ମହତ୍ୟା ମାମଲା; ଅଶ୍ଲୀଳ ଫଟୋ ଭାଇରାଲ ଭୟରେ ଆତ୍ମହତ୍ୟା

ବ୍ରହ୍ମପୁର: ଗତ ୧୧ ତରିଖରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗୋଲାପଲ୍ଲୀ ସାହିରେ ଥିବା ଏକ ଭଡ଼ା ଘରୁ ପୁଲିସ ଜଣେ ଯୁବତୀଙ୍କ ଝୁଲନ୍ତା ଅବସ୍ଥାରେ ଥିବା ମୃତ ଦେହ ଜବତ କରିଥିଲା । ଏହି ଘଟଣାରେ ପୁଲିସ ତଦନ୍ତ କରିଥିବା ବେଳେ ଘଟଣା ସ୍ଥଳରୁ ପୁଲିସ ଏକ ସୁଇସାଇଟ୍ ନୋଟ୍ କରିଥିଲା । ଯାହାକୁ ନେଇ ମୃତ ମାମାଲିର ବାପା ଅଲେଖ ସାହୁ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ନେଇ ପୁଲିସ ଏକ ମାମଲା … Continue reading ଘରୋଇ କର୍ମଚାରୀଙ୍କ ଆତ୍ମହତ୍ୟା ମାମଲା; ଅଶ୍ଲୀଳ ଫଟୋ ଭାଇରାଲ ଭୟରେ ଆତ୍ମହତ୍ୟା