ମଦ ହେଲା ଶସ୍ତା

ଭୁବନେଶ୍ୱର: ମଦ ଉପରୁ କମିଲା କୋଭିଡ ଫି’ । ମଦ ଏମଆରପି ସ୍ପେଶାଲ କୋଭିଡ ଫି ହ୍ରାସ କରିଛନ୍ତି ରାଜ୍ୟ ସରକାର । ଏଣିକି ଏମଆରପି ଉପରେ ୫୦ ପ୍ରତିଶତ ନୁହେଁ, ୧୫ ପ୍ରତିଶତ ଟିକସ ଦେବାକୁ ପଡିବ । ଏଫଏମଏଫଏଲ/ଆଇଏମଏଫଏଲ/ଓାଇନ/ବିଅର/ଆରଟିଡି ବ୍ରାଣ୍ଡ ଉପରେ ୧୫ ପ୍ରତିଶତ ଟିକସ ଲାଗିବ ବୋଲି ସୂଚନା ମିଳିଛି । ଆସନ୍ତାକାଲିଠାରୁ ନୂଆ ଦର ଲାଗୁ ହେବ, ମଦ ଦର କମିବ । ସଂଶୋଧିକ ଏମଆରପି ଡବ୍ଲ୍ୟୁ ଡବ୍ଲ୍ୟୁ ଡବ୍ଲ୍ୟୁ ଡଟ୍ … Continue reading ମଦ ହେଲା ଶସ୍ତା