ବଦଳିଗଲେ ଝାରସୁଗୁଡା ଏସପି, ଏସଡିପିଓ; ହତ୍ୟା ମାମଲା ପରେ କାର୍ଯ୍ୟାନୁଷ୍ଠାନ

ଝାରସୁଗୁଡା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣା ପରେ ଝାରସୁଗୁଡା ପୋଲିସ ପ୍ରଶାସନ ଚର୍ଚ୍ଚାରେ ରହିଛି । ଏବେ ଏହି ଏଠାକାର ଏପିଙ୍କ ଉପରେ ନିଆଯାଇଛି ଏକ କଡା କାର୍ଯ୍ୟାନୁଷ୍ଠାନ । ଝାରସୁଗୁଡାର ଏସପି ରାହୁଲ ଜୈନଙ୍କୁ ବଦଳି କରାଯାଇଛି । ବରଗଡର ଏସପି ସ୍ମିତ୍ ପରମାର ଏବେ ଝାରସୁଗୁଡାର ଏସପି ଭାବରେ ନିଯୁକ୍ତି ପାଇଛନ୍ତି । ସେହିପରି ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ମଧ୍ୟ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଆଠମଲ୍ଲିକର ଏସଡିପିଓ ଚିନ୍ତାମଣି … Continue reading ବଦଳିଗଲେ ଝାରସୁଗୁଡା ଏସପି, ଏସଡିପିଓ; ହତ୍ୟା ମାମଲା ପରେ କାର୍ଯ୍ୟାନୁଷ୍ଠାନ