ଋଣ ଟଙ୍କା ପାଇଁ ବାପାକୁ ହତ୍ୟା କରିଥିଲା ପୁଅ : ଡିସିପି ପ୍ରତୀକ ସିଂ

ଭୁବନେଶ୍ଵର : ରାଜଧାନୀରେ ବାପାକୁ ଛୁରୀ ଭୁସି ହତ୍ୟା ଘଟଣା । ଋଣ ଟଙ୍କା ପାଇଁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ଜଣାପଡିଥିବା କହିଛନ୍ତି ଡିସିପି ପ୍ରତୀକ ସିଂ। ଋଣ ଟଙ୍କା ଶୁଝିବାକୁ ବାପାଙ୍କୁ ଟଙ୍କା ମାଗିଥିଲେ, ନଦେବାରୁ ହତ୍ୟା କରାଯାଇଛି। ଘଟଣାସ୍ଥଳରୁ ପୁଲିସ୍ ଛୁରି ଏବଂ ରକ୍ତଲଗା କପଡା ଜବତ କରିଛି। ଅଭିଯୁକ୍ତକୁ ଗିରଫ କରି ଅଧିକ ଖୋଳତାଡ ଚାଲିଛି। ସୂଚନା ମୂତାବକ ଆଜି ଭୁବନେଶ୍ଵର ମଞ୍ଚେଶ୍ଵର ଥାନା ରଙ୍ଗମାଟିଆର ଏକ ଆପାର୍ଟମେଣ୍ଟରେ ଏଭଳି … Continue reading ଋଣ ଟଙ୍କା ପାଇଁ ବାପାକୁ ହତ୍ୟା କରିଥିଲା ପୁଅ : ଡିସିପି ପ୍ରତୀକ ସିଂ