ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୬ ମୃତ

କଳାହାଣ୍ଡି: ନିର୍ମାଣଧୀନ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଗୌଡ କର୍ଲାଖୁଣ୍ଟା ଗାଁରେ ଘଟିଛି । ସୂଚନା ଅନୁସାରେ, ସେଣ୍ଟ୍ରିଂ କାମ କରୁଥିବା ବେଳେ ଅସାବଧାନତାବଶତଃ ପ୍ରଥମେ ଜଣେ ମିସ୍ତ୍ରୀ ସେ ଟାଙ୍କି ଭିତରେ ପଡିଯାଇଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ ଆଉ ୨ ମିସ୍ତ୍ରୀ, ଜଣେ ଶ୍ରମିକ ଏବଂ ଯାହାର ଟାଙ୍କି କାମ ଚାଲୁଥିଲା ସେହି ମାଲିକ ଏବଂ … Continue reading ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୬ ମୃତ