ସ୍କୁଲରେ ଅନୁପସ୍ଥିତ ରହିବା ମହଙ୍ଗା ପଡ଼ିଲା, ୮୬ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍

ନୂଆପଡା : ନୂଆପଡ଼ା ଜିଲ୍ଲାରେ ଖରାଛୁଟି ପରେ ସ୍କୁଲ ଖୋଲିବା ପ୍ରଥମ ଦିନରେ ବହୁ ସ୍କୁଲରେ ଶିକ୍ଷକମାନେ ଅନୁପସ୍ଥିତ ରହିଥିଲେ । ଏନେଇ ନୂଆପଡ଼ା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି । ନୂଆପଡ଼ା ଓ କୋମନା ବ୍ଲକରେ ଅନୁପସ୍ଥିତ ଥିବା ୮୭ ଶିକ୍ଷକଙ୍କୁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଛି । ଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଖରାଛୁଟି ପରେ ଚଳିତ ମାସ ୧୭ … Continue reading ସ୍କୁଲରେ ଅନୁପସ୍ଥିତ ରହିବା ମହଙ୍ଗା ପଡ଼ିଲା, ୮୬ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍