ଭୁବନେଶ୍ୱର: ପୋଲିସ ଏସଆଇ ନିଯୁକ୍ତି ମହାଘୋଟାଲା। ନେପାଳ ସୀମାରୁ ଗିରଫ ହୋଇ ଓଡିଶାରେ ପହଞ୍ଚିଲା ପୋଲିସ ଏସଆଇ ସ୍କାମ୍ର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି । ବିମାନରେ ନୂଆଦିଲ୍ଲୀରୁ ଭୁବନେଶ୍ୱର ଆଣିଲେ କ୍ରାଇମବ୍ରାଞ୍ଚ। ଏୟାରପୋର୍ଟରୁ କଟକ କ୍ରାଇମବ୍ରାଞ୍ଚ ହେଡ୍ ଅଫିସ୍ ଗଲା ଶଙ୍କର । ଗତକାଲି ନେପାଳ ସୀମା ଉତ୍ତରାଖଣ୍ଡ ଅଞ୍ଚଳରୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ପୋଲିସ ଏସଆଇ ସ୍କାମ୍ ଜଣାପଡିବା ପରେ ଆତ୍ମଗୋପନ କରିଥିଲା ଶଙ୍କର ପୃଷ୍ଟି। ଦୁବାଇ ଯିବାକୁ ଯୋଜନା କରିବା ବେଳେ କ୍ରାଇମବ୍ରାଞ୍ଚ ଦ୍ୱାରା … Continue reading ଗିରଫ ହେଲା ଶଙ୍କର ପୃଷ୍ଟି
Copy and paste this URL into your WordPress site to embed
Copy and paste this code into your site to embed