ବୈଜ୍ଞାନିକ ତଥ୍ୟ ପଠାଇଲା ଆଦିତ୍ୟ ଏଲ-୧

ବେଙ୍ଗାଲୁର: ସୂର୍ଯ୍ୟ ଅଭିଯାନ ପାଇଁ ମହାକାଶକୁ ପଠାଯାଇଥିବା ଆଦିତ୍ୟ ଏଲ-୧ ଇତିମଧ୍ୟରେ ବୈଜ୍ଞାନିକ ତଥ୍ୟ ପଠାଇବା ଆରମ୍ଭ କରିଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ କୁହାଯାଇଛି । ଆଦିତ୍ୟ ଏଲ-୧ରେ ଖଞ୍ଜାଯାଇଥିବା ଯନ୍ତ୍ର ସ୍ପେକ୍ଟ୍ରୋମିଟର ସହାୟତାରେ ପୃଥିବୀପୃଷ୍ଠରୁ ୫୦ ହଜାର କିମି ଦୂରରୁ ସୁପ୍ରା ଥର୍ମାଲ ଏବଂ ଏନର୍ଜେଟିକ୍ ଆଇଅନ୍‌ସ ଏବହ ଇଲେକ୍ଟ୍ରନ୍‌ସ ମାପଚୁପ କରିଥିବା ଜଣାପଡିଛି । ଏହି ତଥ୍ୟକୁ ଆଧାର କରି ଇସ୍ରୋ ବୈଜ୍ଞାନିକମାନେ ପୃଥିବୀ ଚାରିପଟେ ଥିବା ପାର୍ଟିକିଲ୍‌ସ … Continue reading ବୈଜ୍ଞାନିକ ତଥ୍ୟ ପଠାଇଲା ଆଦିତ୍ୟ ଏଲ-୧