ସଇତାନ୍ ସ୍ୱାମୀ: ସାବିତ୍ରୀରେ ସ୍ତ୍ରୀ କୁ ପିଟିପିଟି କଲା ହତ୍ୟା

ମୟୁରଭଞ୍ଜ : ଆଜି ପବିତ୍ର ସାବିତ୍ରୀ ବ୍ରତ । ଆମ ଦେଶରେ ଯୁଗ ଯୁଗରୁ ଏହି ସାବିତ୍ରୀ ବ୍ରତ ପାଳନ ହେଇ ଆସୁଛି । ବିଶ୍ୱାସ ରହିଛି ଯେ ଆଜିର ଦିନରେ ଦେବୀ ସାବିତ୍ରୀ ସ୍ୱାମୀ ସତ୍ୟବାନ୍‌ଙ୍କ ଜୀବନ ବଞ୍ଚାଇବାକୁ ଯମରାଜଙ୍କ ସହ ଲଢ଼ି ଯାଇଥିଲେ । ସେ ନିଷ୍ଠା ଓ ଭକ୍ତି ବଳରେ ଯମରାଜଙ୍କ ଠାରୁ ସ୍ୱାମୀ ସତ୍ୟବାନଙ୍କ ଜୀବନ ଫେରାଇ ଆଣିଥିଲେ । ଏଣୁ ଏହି ଦିନକୁ ମନେ ପକାଇବାକୁ ସବୁ ସଧବା ଆଜିର … Continue reading ସଇତାନ୍ ସ୍ୱାମୀ: ସାବିତ୍ରୀରେ ସ୍ତ୍ରୀ କୁ ପିଟିପିଟି କଲା ହତ୍ୟା