ଜଗନ୍ନାଥଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: କ୍ଷମା ମାଗିଲେ ସମ୍ବିତ

ଭୁବନେଶ୍ବର: ପୁରୀରେ ଗତକାଲି (ସୋମବାର) ବିଜେପିର ଶୀର୍ଷ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାପ୍ରଭୁଙ୍କ ଦର୍ଶନ ପରେ ବଡଦାଣ୍ଡରେ ବିଶାଳ ରୋଡ ସୋ’ରେ ଶକ୍ତି ପ୍ରଦର୍ଶନ କରିଛନ୍ତି । କିନ୍ତୁ ଦଳୀୟ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବେପରୁଆ ଓ ଦାୟିତ୍ବହୀନ ମନ୍ତବ୍ୟ ପାଇଁ ‘ଜଗନ୍ନାଥ ସଂସ୍କୃତି’ ଓ ‘ଓଡିଆ ଅସ୍ମିତା’ ପ୍ରସଙ୍ଗ ଉଠାଇଥିବା ବିଜେପି ଏବେ ନିଜେ ବିବାଦ ଘେରରେ ଫସିଛି । ଗତକାଲି ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ’ ଅବସରରେ ସମ୍ବିତ ଦେଇଥିବା ମନ୍ତବ୍ୟକୁ ସବୁଆଡେ କଡା … Continue reading ଜଗନ୍ନାଥଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: କ୍ଷମା ମାଗିଲେ ସମ୍ବିତ