ରୁଷର ଆକ୍ରମଣରେ ୟୁକ୍ରେନ ଘାଇଲା

କିଭ: ରୁଷ ୟୁକ୍ରେନ ଯୁଦ୍ଧ କୁ ବିତିଲାଣି ୧୧୮ ଦିନ ।ରୁଷ ର ଆକ୍ରମଣ ରେ ୟୁକ୍ରେନ ଛାରଖାର ହୋଇଗଲାଣି । ଅନେକ ୟୁକ୍ରେନ ବାସୀ ଦେଶ ଛାଡି ସାରିଲେଣି । ଖାଦ୍ୟ ପାନୀୟ ଜଳ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ୟୁକ୍ରେନ ଉପରେ ୪ ମାସଧରି ରୁଷ ସେନା ଆକ୍ରମଣ ଜାରି ରଖିଛନ୍ତି ।କିନ୍ତୁ ଏ ପର୍ଯ୍ୟନ୍ତ ଥମିବାର ନାଁ ଧରୁନି । ଯୁଦ୍ଧ କୁ ନେଇ ପୁରା ଦୁନିଆ ଚିନ୍ତିତ ଅଛି … Continue reading ରୁଷର ଆକ୍ରମଣରେ ୟୁକ୍ରେନ ଘାଇଲା