ବର୍ଷ ବର୍ଷ ଧରି ଚାଲିବ ଋଷ-ୟୁକ୍ରେନ ଯୁଦ୍ଧ : ଚେତାଇଲେ ନାଟୋ ମୁଖ୍ୟ

ନୂଆଦିଲ୍ଲୀ : ରୁଷ ଓ ୟୁକ୍ରେନ୍ ମଧ୍ୟରେ ଆଜକୁ ୧୧୭ ଦିନ ହେଲା ଯୁଦ୍ଧ ଲାଗିରହିଛି । ଏହା ଥମିବା ନାଁ ଧରୁନାହିଁ । ପୂର୍ବ ୟୁକ୍ରେନ୍ରେ ଏବେ ଯୁଦ୍ଧ ଲାଗିରହିଛି । ଏଭଳି ସ୍ଥିତିରେ ନାଟୋ ମୁଖ୍ୟ ଜେନ୍ସ ଷ୍ଟୋଲଟେନବର୍ଗ ବଡ଼ ସତର୍କବାଣୀ କରିଛନ୍ତି । ସେ କହିଛନ୍ତି, ଏହି ଯୁଦ୍ଧ ସହଜେ ଥମିବ ନାହିଁ । ବରଂ ବର୍ଷ ବର୍ଷ ଧରି ଲାଗିରହିବ । ଏଥିପାଇଁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଯୁଦ୍ଧରେ ୟୁକ୍ରେନ୍ କୁ ସହାୟତା … Continue reading ବର୍ଷ ବର୍ଷ ଧରି ଚାଲିବ ଋଷ-ୟୁକ୍ରେନ ଯୁଦ୍ଧ : ଚେତାଇଲେ ନାଟୋ ମୁଖ୍ୟ