ଈଶାନ୍ ଓ ହାର୍ଦ୍ଦିକଙ୍କୁ ରୋହିତ ଶର୍ମାଙ୍କ କଡ଼ା ସଙ୍କେତ

ରାଞ୍ଚି : ଇଂଲଣ୍ଡ ବିପକ୍ଷ ରାଞ୍ଚି ଟେଷ୍ଟ୍‌ରେ ବିଜୟ ପରେ ପ୍ରେସ୍ କନ୍‌ଫରେନ୍ସରେ ଟିମ୍ ଇଣ୍ଡିଆ କ୍ୟାପ୍‌ଟେନ୍ ରୋହିତ ଶର୍ମାଙ୍କ ଏକ ବୟାନ ଏବେ ଚର୍ଚ୍ଚାର ବିଷୟ ହୋଇଛି । ଏହି ବୟାନ୍‌ରେ ବିନା ନାମ ନେଇ ଈଶାନ୍ କିଶନ୍ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କଡ଼ା ସଙ୍କେତ ଦେଇଛନ୍ତି । ସେହିପରି ଟେଷ୍ଟ୍ କ୍ରିକେଟ୍‌କୁ ପ୍ରାଧାନ୍ୟ ଦେଉନଥିବା ଖେଳାଳିମାନଙ୍କୁ ମଧ୍ୟ ସେ ଇଙ୍ଗିତ ଇଙ୍ଗିତରେ କଡ଼ା ପ୍ରହାର କରିଛନ୍ତି । ରାଞ୍ଚି ଟେଷ୍ଟରେ ବିଜୟ ସତ୍ତ୍ୱେ ରୋହିତ … Continue reading ଈଶାନ୍ ଓ ହାର୍ଦ୍ଦିକଙ୍କୁ ରୋହିତ ଶର୍ମାଙ୍କ କଡ଼ା ସଙ୍କେତ