ରାଜ୍ୟଗୋଷ୍ଠୀ କ୍ରୀଡ଼ା: ରବି ଓ ବିନେଶ ଜିତିଲେ ସ୍ୱର୍ଣ୍ଣ

ବର୍ମିଂହାମ୍‌: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨୨ତମ ସଂସ୍କରଣରେ ନବମ ଦିନରେ ଭାରତ ପାଇଁ ରେସଲର୍‌ମାନେ ପଦକ ବିଜୟ ଧାରା ଜାରି ରଖିଛନ୍ତି। ଇଭେଣ୍ଟ୍‌ର ପ୍ରଥମ ଦିନରେ ଶୁକ୍ରବାର ୩ଟି ସ୍ୱର୍ଣ୍ଣ ସମେତ ପ୍ରତିଯୋଗୀମାନେ ୬ଟି ପଦକ ଜିତିଥିବା ବେଳେ ଦ୍ୱିତୀୟ ଦିନରେ ଶନିବାର ଏଥିରେ ଆଉ ଦୁଇଟି ସ୍ୱର୍ଣ୍ଣ ଯୋଡ଼ିହୋଇଛି । ନବମ ଦିନରେ ପ୍ରଥମ ସ୍ୱର୍ଣ୍ଣପଦକଟି ପୁରୁଷ ରେସଲର୍ ରବି କୁମାର ଦହିୟା ଜିତିଛନ୍ତି । ସେ ୫୭ କିଗ୍ରା ଫ୍ରିଷ୍ଟାଇଲ୍ ଫାଇନାଲ୍‌ରେ ନାଇଜେରିଆର ଏବିକେୱେନିମୋ … Continue reading ରାଜ୍ୟଗୋଷ୍ଠୀ କ୍ରୀଡ଼ା: ରବି ଓ ବିନେଶ ଜିତିଲେ ସ୍ୱର୍ଣ୍ଣ