ବିଗ୍ ବଜେଟରେ ପ୍ରସ୍ତୁତି ଚାଲିଛି ରଣବୀରଙ୍କ ଫିଲ୍ମ

ନୂଆଦିଲ୍ଲୀ : ବଲିଉଡର ଜଣେ ପ୍ରସିଦ୍ଧ ତାରକା ରଣବୀର ସିଂ । ସେ ଦର୍ଶକଙ୍କୁ ଭେଟି ଦେଇଛନ୍ତି ପଦ୍ମାବତୀ , ବାଜିରାଓ ମସ୍ତାନୀ ଭଳି ଅନେକ ହିଟ୍ ଫିଲ୍ମ । ତାଙ୍କ ଅଭିନୟ ଜାଦୁରେ ସେ ପ୍ରତ୍ୟେକଟି ଦର୍ଶକଙ୍କ ହୃଦୟ ଜିଣି ପାରିଛନ୍ତି । ଦେଖିବାକୁ ମିଳିଛି ରଣବୀର ଏବେ ସୁଟିଂସେଟରେ ବହୁ ବ୍ୟସ୍ତ ରହୁଛନ୍ତି । ଡନ-୩ ଏବଂ ସିଂଙ୍ଘମ ଆଏଙ୍ଗେ ଭଳି ଫିଲ୍ମରେ ସେ ଆଗକୁ ନଜର ଆସିବେ । ବର୍ତ୍ତମାନ ଡନ-୩ ର … Continue reading ବିଗ୍ ବଜେଟରେ ପ୍ରସ୍ତୁତି ଚାଲିଛି ରଣବୀରଙ୍କ ଫିଲ୍ମ