ରାମେଶ୍ୱରମ୍ କାଫେ ବିସ୍ଫୋରଣ : ଗିରଫ ହେଲେ ଆଉ ୨ ଅଭିଯୁକ୍ତଙ୍କୁ

ବେଙ୍ଗାଲୁର: ବେଙ୍ଗାଲୁରୁରେ ରାମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାର ପଶ୍ଚିମବଙ୍ଗରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)। ଅଭିଯୁକ୍ତ ଦ୍ବୟ ହେଉଛନ୍ତି ଅବଦୁଲ ମେଟେନ ତାହା ଏବଂ ମୁସାଭିର ହୁସେନ୍ ଶାଜିବ। ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ହୋଇଥିବା ବେଳେ ଅନ୍ୟ ଜଣେ ବୋମା ବିସ୍ଫୋରଣକାରୀ। ଏହି ଘଟଣାର ତଦନ୍ତ କରୁଥିବା ଏନଆଇଏ ମୁସାଭିର ହୁସେନ୍ ଶାଜିବଙ୍କୁ ଏହି ବିସ୍ଫୋରଣ ଘଟାଇଥିବା ମୁଖ୍ୟ ଅଭିଯୁକ୍ତ ବୋଲି ଚିହ୍ନଟ କରିଛି। ଗତମାସରେ … Continue reading ରାମେଶ୍ୱରମ୍ କାଫେ ବିସ୍ଫୋରଣ : ଗିରଫ ହେଲେ ଆଉ ୨ ଅଭିଯୁକ୍ତଙ୍କୁ