ରାଜସ୍ଥାନ ବିଧାନସଭା ନିର୍ବାଚନ: ସନ୍ଧ୍ୟା ୫ ଟା ସୁଦ୍ଧା ୬୮.୨୪ ପ୍ରତିଶତ ମତଦାନ

ରାଜସ୍ଥାନ: ଶନିବାର ରାଜସ୍ଥାନରେ ଚାଲିଥିବା ରାଜ୍ୟସଭା ନିର୍ବାଚନରେ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ୬୮.୨୪ ପ୍ରତିଶତ ଭୋଟରଙ୍କ ମତଦାନ ହୋଇଛି ବୋଲି ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି । ନିର୍ବାଚନ ଆୟୋଗଙ୍କ କହିବା ଅନୁଯାୟୀ, ବାଗିଡୋରା ୭୮.୨୧ ପ୍ରତିଶତ ହୋଇଥିବା ବେଳେ ଜୟପୁର ୬୯.୨୨ ପ୍ରତିଶତ ରେକର୍ଡ କରାଯାଇଛି । ଜୈସଲମର୍ ୭୬.୫୭, ଗଙ୍ଗାନଗରରେ ୭୨.୦୯ ପ୍ରତିଶତ ମତଦାନ ହୋଇଛି । ଅପରାହ୍ନ ୫ ଟା ପର୍ଯ୍ୟନ୍ତ ପୋକରନ୍ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୮୧.୧୨ ପ୍ରତିଶତ ରେକର୍ଡ କରାଯାଇଛି … Continue reading ରାଜସ୍ଥାନ ବିଧାନସଭା ନିର୍ବାଚନ: ସନ୍ଧ୍ୟା ୫ ଟା ସୁଦ୍ଧା ୬୮.୨୪ ପ୍ରତିଶତ ମତଦାନ