୫ ମିନିଟରେ ସ୍ଥିର ହୋଇ ଯାଇଥିଲା ରାଇନା ଓ ପ୍ରିୟଙ୍କାଙ୍କର ବିବାହ

ମୁମ୍ବାଇ : ଟି୨୦ ଆନ୍ତର୍ଜାତୀୟ କ୍ରିକେଟରେ ସୁରେଶ ରାଇନାଙ୍କ ପ୍ରେମ କାହାଣୀ ଥିଲା ନିଆରା । ରାଇନା ଓ ପ୍ରିୟଙ୍କାଙ୍କର କେମିତି ହୋଇଥିଲା ପ୍ରେମ ଓ ବିବାହ ଆସନ୍ତୁ ଜାଣିବା । ପ୍ରିୟଙ୍କା ଚୌଧୁରୀ ଥିଲେ ଜଣେ ବିଟେକ ଛାତ୍ରୀ । ତାଙ୍କ ବାପା ତେଜପାଲ ଚୌଧୁରୀଙ୍କ ନିକଟରୁ ରାଇନା ତାଙ୍କ କ୍ୟାରିୟର ଆରମ୍ଭରେ ପ୍ରଶିକ୍ଷଣ ନେଉଥିଲେ । ରାଇନା ଓ ପ୍ରିୟଙ୍କା ପଡୋଶୀ ଥିଲେ । ଦୁଇ ପରିବାର ମଧ୍ୟରେ ଭଲ ସମ୍ପର୍କ ଥିଲା । … Continue reading ୫ ମିନିଟରେ ସ୍ଥିର ହୋଇ ଯାଇଥିଲା ରାଇନା ଓ ପ୍ରିୟଙ୍କାଙ୍କର ବିବାହ