ଓଡ଼ିଶା ନେତାମାନଙ୍କୁ ଛିଡ଼ା ଛିଡ଼ା ବିଦାକଲେ ରାହୁଲ

କେବଳ ନରସିହଂଙ୍କ ସହ ବସି ହେଲେ କଥା ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଓ ପିସିସିର ସଭାପତି ପରିବର୍ତ୍ତନ ଏବଂ ବିଧାୟକ ଦଳର ନେତା ପଦବୀକୁ ନେଇ ଦେଖାଦେଇଥିବା ବିବାଦ ଉପରେ ଆଲୋଚନା ପାଇଁ ଦିଲ୍ଲୀ ଯାଇଥିବା ରାଜ୍ୟ କଂଗ୍ରେସର ବିଧାୟକ, ପିସିସି ସଭାପତି ଓ ପୂର୍ବତନ ସଭାପତି ଓ କିଛି ବରିଷ୍ଠ ନେତା ଦିଲ୍ଲୀ ଯାଇଥିଲେ । ଏଆଇସିସି ନେତା ରାହୁଲ ଗାନ୍ଧୀ ଆଲୋଚନା ପାଇଁ ଓଡ଼ିଶା ନେତାମାନଙ୍କୁ ଡ଼ାକିଥିଲେ, ହେଲେ ଓଡ଼ିଶା … Continue reading ଓଡ଼ିଶା ନେତାମାନଙ୍କୁ ଛିଡ଼ା ଛିଡ଼ା ବିଦାକଲେ ରାହୁଲ