ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ବିଧିବଦ୍ଧ ନିମନ୍ତ୍ରଣ

ପୁରୀ : ରଥଯାତ୍ରା ପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର। ରଥରେ ମହାପ୍ରଭୁଙଙ୍କ ଦର୍ଶନ ପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ । ଜଗଦଗୁରୁଙ୍କୁ ବିଧିବଦ୍ଧ ନିମନ୍ତ୍ରଣ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ନିମନ୍ତ୍ରଣ ରକ୍ଷା କରି ୬ଜଣ ଅନୁଗାମୀଙ୍କ ସହ ଯିବାକୁ ଜଗଦଗୁରୁଙ୍କ ସମ୍ମତି । ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ସମାପନ କରିବାକୁ ଜଗଦଗୁରୁଙ୍କ ଅନୁରୋଧ । ପ୍ରତିକୂଳ ପରିସ୍ଥିତିରେ ରଥାଯାତ୍ରା ଯୋଗୁଁ ଘରେ ରହିବାକୁ ଶ୍ରଦ୍ଧାଳୁଙ୍କୁ … Continue reading ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ବିଧିବଦ୍ଧ ନିମନ୍ତ୍ରଣ