ଭୁବନେଶ୍ୱର: ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡିଶାରେ ଚାଷୀ ଉତ୍ପାଦିତ ଧାନ ବିକ୍ରି କରିବାରେ ଘୋର କ୍ଷତି ଓ ଅସୁବିଧାର ସମ୍ମୁଖୀନ ହେଉଛି । ରାଜ୍ୟ ସରକାର ଭାଗଚାଷୀମାନଙ୍କୁ ଚାଷୀର ମାନ୍ୟତା ଦେଇ ସରକାରୀ କ୍ରୟ କେନ୍ଦ୍ରରେ ଧାନ ବିକ୍ରି କରିବାର ଅଧିକାର ଦେଉନାହାନ୍ତି । ଚଳିତ ବର୍ଷ ଉତ୍କୃଷ୍ଠ ମାନର ଧାନ ଉତ୍ପାଦନ ହୋଇଥିଲେ ମଧ୍ୟ ରାଜ୍ୟର ସମସ୍ତ ଧାନ ବିକ୍ରିୟ କରୁଥିବା ଏଜେନ୍ସିମାନେ ଏହାଦ୍ୱାରା ଲାଭବାନ ହୋଇଛନ୍ତି । ଚାଷୀମାନଙ୍କୁ ଅଖା … Continue reading ସରକାରଙ୍କ ଦ୍ୱାରା ଧାନ କ୍ରୟ ବେଳେ କଟନି ଛଟନି ବନ୍ଦ କରିବା, ସମସ୍ତ ଚାଷୀମାନଙ୍କଠାରୁ ଧାନ କ୍ରୟ ଓ ତୁରନ୍ତ ଦେୟ ଦାବୀ କରି ଓଡିଶା ବଞ୍ଚାଅ ଅଭିଯାନ ପକ୍ଷରୁ ଗଣଧାରଣା
Copy and paste this URL into your WordPress site to embed
Copy and paste this code into your site to embed