ସ୍ୱର୍ଣ୍ଣ ଜିତିଲେ ଓଡିଆ ପୁଅ

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସରେ ଇତିହାସ ରଚିଲେ ପ୍ରମୋଦ ଭଗତ । ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ସ୍ୱର୍ଣ୍ଣ ଜିତିଲେ ଓଡିଆ ପୁଅ ପ୍ରମୋଦ । ଫାଇନାଲରେ ବ୍ରିଟେନ ପ୍ରତିନ୍ଦ୍ୱନ୍ଦୀଙ୍କୁ ହରାଇ ସେ ସ୍ୱର୍ଣ୍ଣ ଜିତିଛନ୍ତି । ବ୍ରିଟେନ ପ୍ରତିଦ୍ୱନ୍ଦୀଙ୍କୁ ୨୧-୧୪, ୨୧-୧୭ ସେଟରେ ହରାଇଛନ୍ତି । ୪ ସ୍ୱର୍ଣ୍ଣ ସହ ଭାରତର ପଦକ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି । ଅନ୍ୟପଟେ  ସ୍ୱର୍ଣ୍ଣ ଆଣିଥିବାରୁ ପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତବାସୀଙ୍କ ହୃଦୟ ଜିତିଛନ୍ତି ପ୍ରମୋଦ … Continue reading ସ୍ୱର୍ଣ୍ଣ ଜିତିଲେ ଓଡିଆ ପୁଅ