ପିପିଲି ଉପନିର୍ବାଚନ : ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ୫ହଜାର ୪୪ଖଣ୍ଡ ଭୋଟରେ ବିଜେଡି ଆଗୁଆ

ପିପିଲି : ପିପିଲି ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ ଥିଲା । ଦ୍ୱତିୟ ରାଉଣ୍ଡରେ ବି ବିଜେପିକମୁ ପଛାରେ ପକାଇ ବିଜେଡି ଆଗୁଆ ଥିଲା । ଏବେ ତୃତିୟ ରାଉଣ୍ଡର ଫଳାଫଳ ମଧ୍ୟ ଆସିଛି । ତୃତୀୟ ରାଉଣ୍ଡରେ ବି ବିଜେପି ଓ କଂଗ୍ରେସକୁ ପଛରେ ପକାଇ ବିଜେଡି ଆଗୁଆ ରହିଛି । ତୀୟ ରାଉଣ୍ଡ ଶେଷ ସୁଦ୍ଧା ୫ହଜାର ୪୪ଖଣ୍ଡ ଭୋଟରେ ବିଜେଡି ଆଗୁଆ … Continue reading ପିପିଲି ଉପନିର୍ବାଚନ : ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ୫ହଜାର ୪୪ଖଣ୍ଡ ଭୋଟରେ ବିଜେଡି ଆଗୁଆ